https://kanaknews.com/relief-distribution-and-medical-check-up-by-icg-at-odisha/
ବାତ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଛି ଭାରତୀୟ ତଟରକ୍ଷୀ ବାହିନୀ । ମେଡିକାଲ ଚେକଅପ୍ ଏବଂ ଉଦ୍ଧାରକାର୍ଯ୍ୟ ସମେତ ଯୋଗାଇ ଦେଉଛନ୍ତି ରିଲିଫ୍ ।